ଓଡ଼ିଆ ଭାଷା

ଓଡ଼ିଆ ଏକ ଭାରତୀୟ ଭାଷା ଯାହା ଏକ ଇଣ୍ଡୋ ଇଉରୋପୀୟ ଭାଷା ପରିବାର ଅନ୍ତର୍ଗତ ଇଣ୍ଡୋ ଆର୍ଯ୍ୟ ଭାଷା । ଏହା ଓଡ଼ିଶା ରାଜ୍ୟରେ ସର୍ବାଧିକ ବ୍ୟବ‌ହାର କରାଯାଉଥିବା ମୁଖ୍ୟ ଭାଷା। ଯାହା 92 % ଲୋକ ବ୍ୟବ‌ହର କରନ୍ତି। ଏହାର 3 ଟି ଉପଭାଷା ଅଛି।

ସେଗୁଡିକ ହେଲା :-

1. ବ୍ରହ୍ମପୁରୀ ବା ବ୍ରହ୍ମପୁରୀ

2. ସମ୍ବଲପୁରୀ ବା ଲରିଆ

3. କଟକି ( ଏହା ଶିକ୍ଷା, ରାଜନୀତି ଓ

ମନୋରଞ୍ଜନର ଭାଷା ଅଟେ) 

ଭାଷା ବିଜ୍ଞାନରେ ଓଡ଼ିଆ ଭାଷାକୁ 

ବିଭାଷା ବା ବୋଲି ନାମକରଣ କରାଯାଇଛି 

ଓଡ଼ିଶା ସମେତ ଏହା ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ , ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଓ ଗୁଜରାଟର ଓଡ଼ିଶା ସୀମା ବର୍ତ୍ତି ଅଞ୍ଚଳରେ କୁହାଯାଇଥାଏ । ଏହା ଓଡ଼ିଶାର ସରକାରୀ ଭାଷା। ଏହା  ସମ୍ବିଧାନ ସ୍ଵୀକୃତିପ୍ରାପ୍ତ 22 ଭାଷା ମଧ୍ୟରୁ ଗୋଟିଏ ଓ ଏହା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି ।

 ©️ ମନୋଜ କୁମାର ସାହୁ 

Comments